Zilla ekata rakta sangathan Bhadrak
Social services in Bhadrak, Odisha
Zilla ekata rakta sangathan Bhadrak
Social services in Bhadrak, Odisha
🔹ସର୍ବ ପ୍ରଥମେ ରକ୍ତ ଅଭାବ ରୁ କାହାରି ଜୀବନ ନ ଯାଉ ସେଥି ପ୍ରତି ସତ ପ୍ରତିଶତ ଚେଷ୍ଟା କରିବା ଜିଲ୍ଲା ଏକତା ରକ୍ତ ସଂଗଠନ ଭଦ୍ରକ ପରିବାର ର ମୂଳ ଲକ୍ଷ୍ୟ।
🔹ଗୋମାତା ଙ୍କ ସେବା କାର୍ଯ୍ୟ କରିବା
ଅସହାୟ ଲୋକ ମାନଙ୍କ ଅସୁବିଧା ସମୟରେ ସେମାନଙ୍କ ପାଖରେ ଛିଡ଼ା ହୋଇ ତାଙ୍କ ସମସ୍ୟା ର ସମାଧାନ କରିବ।
🔹ଜିଲ୍ଲା ଏକତା ରକ୍ତ ସଂଗଠନ ଭଦ୍ରକ ପରିବାର ତତଫରୁ ସମସ୍ତ ପ୍ରକାର ସେବା କାର୍ଯ୍ୟ ଲୋକ ମାନଙ୍କୁ ପ୍ରଦାନ କରାଯିବ।
Zilla ekata rakta sangathan . It's a Social services in Bhadrak, Odisha . It's for Health, Blood Donation, and Social services. You can view our photos with a click on the button above.